ବୌଦ୍ଧ ୩୦।୧୧: ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ । ବୌଦ୍ଧ ଆଦର୍ଶ ଥାନା ନାରାୟଣନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଅନିଲ କର୍ଣ୍ଣଙ୍କ ୩ ବର୍ଷର ଶିଶୁ ପୁତ୍ର ଆହ୍ବାନ କର୍ଣ୍ଣ ।
ଆହ୍ବାନ ଘର ସାମ୍ନାରେ ଖେଳୁଥିବା ବେଳେ ଟ୍ରାକ୍ଟର ମାଡିଯାଇଥିଲା । ଟ୍ରାକ୍ଟର ତଳେ ଚାପି ହୋଇ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଟ୍ରାକ୍ଟରଟି ତାଙ୍କ ବାପାଙ୍କର ଥିଲା । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ଶ୍ରମିକଙ୍କ ବଦଳରେ ମେସିନ କରୁଛି କାମ, ପ୍ରତିବାଦରେ ଡାଲା-କୋଦାଳ ଧରି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ