ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଗଲେ ନବମ ଶ୍ରେଣୀ ଛାତ୍ରୀ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 11, 2022 IST

କଟକ, ୧୧/୦୭: ଅଗ୍ନିକାଣ୍ଡରେ ଜଳିଗଲେ ଛାତ୍ରୀ । କଟକ ଖଟଵିନ୍ ସାହିରେ ଘଟିଛି ଅଭାବନୀୟ ଘଟଣା । ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିବାରୁ ନଵମ ଶ୍ରେଣୀ ଛାତ୍ରୀ ଜିଵନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିଶମ ଵାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.