Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ରେଢାଖୋଲ-ବୌଦ୍ଧ ରାସ୍ତା ଝରାମୁଣ୍ଡାରୁ ୯୦କେଜି ଗଞ୍ଜେଇ ଜବତ ; ୫ ଜଣ ଗିରଫ

30/10/2018 at 11:38 AM

ସମ୍ବଲପୁର ୩୦|୧୦: ରେଢାଖୋଲ-ବୌଦ୍ଧ ରାସ୍ତାର ଝରାମୁଣ୍ଡା ଠାରେ ୯୦ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇଁ ରେଢାଖୋଲ ପୋଲିସ ଅଚାନକ ଚଢାଉ କରିଥିଲା । ଗଞ୍ଜେଇ ଚାଲାଣ ହେଉଥିବା ୨ଟି ବୋଲେରୋ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ୨ ଜଣ ଗାଡି ମାଲିକ ସଂଜୟ ପ୍ରଧାନ ଓ ସଂଜିବ ପ୍ରଧାନ । ଅନ୍ୟ ୩ ସହଯୋଗୀ ହେଲେ ହିମାଂଶୁ ଶେଖର ମେହେର, ଅକ୍ଷୟ ବାଘ ଓ ଅଭିମନ୍ୟୁ ସାହୁ । ସମସ୍ତେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳର ।

   Related Posts