ବେଆଇନ୍ ବାଲି ଚାଲାଣ କରୁଥିବାବେଳେ ଧରା ପଡ଼ିଲେ ୯ବାଲି ମାଫିଆ : ୯ଟି ଟ୍ରାକ୍ଟର ଜବତ

Published By : Prameya-News7 Bureau | December 18, 2019 IST

ବ୍ରହ୍ବପୁର୧୮/୧୨ :   ଆସିକାରେ ପୁଲିସ୍ ପୁଣି ଚଢାଉ କରିଛି । ବେଆଇନ୍ ବାଲି ଚାଲାଣ ହେଉଥିବା ଅଭିଯୋଗରେ ପୁଲିସ୍ ୯ଜଣଙ୍କୁ ଗିରଫ କରିଛି। ଆସିକା ନିକଟ ଜୟପୁର ବାଲି କ୍ୟାମ୍ପ ଉପରେ ଚଢାଉ ହୋଇଛି ।ଏଥିରେ ୯ଟି  ଟ୍ରାକ୍ଟର ଜବତ କରାଯାଇଛି।

{"id":199383,"width":580,"height":326,"sizeSlug":"large"}

କେତେକ ବାଲି ମାଫିଆ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।

{"id":199384,"width":583,"height":286,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.