ଦୂର ହେବ ଟିକା ସମସ୍ୟା, ରାଜ୍ୟକୁ ଆସିଲା ୯ ଲକ୍ଷ ୪୩ ହଜାର କୋଭିସିଲ୍ଡ ଟିକା

Published By : Prameya-News7 Bureau | July 02, 2021 IST

ଭୁବନେଶ୍ୱର, ୦୨/୦୭: ଦେଶର ବିଭିନ୍ନ ରାଜ୍ୟରେ ଟିକାକରଣ ଜାରି ରହିଛି । କିନ୍ତୁ ଟିକା ଅଭାବରୁ କିଛି ରାଜ୍ୟରେ ଟିକାକରଣ ବନ୍ଦ ରହିଥିବା ଜଣାପଡ଼ିଛି । ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି କିଛି ଜିଲ୍ଲାରେ ଦେଖିବାକୁ ମିଳିଥିଲା ।

ଏହି ସମସ୍ୟା ଦୂର କରୁବା ପାଇଁ ରାଜ୍ୟରେ ୯ ଲକ୍ଷ ୪୩ ହଜାଚର କୋଭିସିଲ୍ଡ ଟିକା ଆଜି ଆସି ପହଞ୍ଚିଛି । ଗତକାଲି ୧ ଲକ୍ଷ କୋଭିସିଲ୍ଡ ଟିକା ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.