ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଆରଏସପି ଡ଼ମ୍ପିଂ ୟାର୍ଡରୁ ଖସିଲା ମାଟି ଅତଡା : ୮ବର୍ଷର ବାଳିକା ଗୁରୁତର

2/11/2019 at 1:18 PM

ରାଉରକେଲା ୨।୧୧: ରାଉରକେଲା ଆର୍‌ଏସ୍‌ପି ଡ଼ମ୍ପିଂୟାର୍ଡରୁ ଖସିଲା ଅତଡା। ମାଟି ଅତଡା ଖସି ଜଣେ ବାଳିକା ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲର ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ଶୀତଳପଡା ବସ୍ତିରେ ଡମ୍ପିଂୟାର୍ଡରୁ ମାଟି ଅତଡା ଖସି ୮ବର୍ଷର ବାଳିକା ଗୁରୁତର ହୋଇଛନ୍ତି । ମାଟି ଅତଡାରେ ପୋତି ଯାଇଥିଲେ ବାଳିକା । ଖବରପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

   Related Posts