ଏ ଯାଏ ଚିହ୍ନଟ ହେଇନି ୮୧ ମୃତଦେହ, ବିନା ଦାହ ସତ୍କାରରେ କେମିତି ପାଳିବେ ପରମ୍ପରା ? ଡିଏନ୍ଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ଵର:  ଆସନ୍ତାକାଲି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୁରୁଛି ୧୦ ଦିନ। ଦଶାହ ପାଳିବେ ମୃତକଙ୍କ ଆତ୍ମୀୟ ସ୍ଵଜନ। କିଛି ସାମାଜିକ ସଙ୍ଗଠନ ବାହାନଗାରେ ଦିବଙ୍ଗତ ଆତ୍ମାଙ୍କର ସତଗତି କାମନା କରି ସାମୂହିକ ମୁଣ୍ଡନ ଏବଂ ଦଶାହକର୍ମ କରିବେ । ବିଶ୍ଵଶାନ୍ତି ମହାଯଜ୍ଞ, ସର୍ବଧର୍ମ ପ୍ରାର୍ଥନ ସଭା ସହ ଗାୟତ୍ରୀ ମନ୍ତ୍ର ଜପ କରାଯିବ। କିନ୍ତୁ ଯେଉଁମାନଙ୍କ ଏଯାଏଁ ପତ୍ତା ମିଳିନି ?  ଯେଉଁମାନଙ୍କ ମୃତଦେହ ଏମ୍ସରେ ପଡ଼ି ରହିଛି ? ସେମାନଙ୍କ ପରିବାର କରିବେ କ’ଣ ?  … Continue reading ଏ ଯାଏ ଚିହ୍ନଟ ହେଇନି ୮୧ ମୃତଦେହ, ବିନା ଦାହ ସତ୍କାରରେ କେମିତି ପାଳିବେ ପରମ୍ପରା ? ଡିଏନ୍ଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା