oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

କାହ୍ନାର ଅେସ୍ତ୍ରାପଚାରକୁ ଆଠ ଦିନ ବତିଲାଣି

2/08/2018 at 4:24 PM

କାହ୍ନାର ଅେସ୍ତ୍ରାପଚାରକୁ ଆଠ ଦିନ ବତିଲାଣି । ତଥାପି ଏବେ ବି କାହ୍ନାକୁ ଆଇ.ସି.ୟୁରେ ରଖାଯାଇଛି। କାହ୍ନା ଧୀରେ ଧୀରେ ସୁସ୍ଥ ହେଉଛି। କାହ୍ନାର ଅପରେସନ୍ ରେ ପରିବାରବର୍ଗ ଖୁସି ଅଛନ୍ତି ।ସେ ଏବେ ତରଳ ଖାଦ୍ୟ ପଦାର୍ଥ ଖାଉଥିବା ବେଳେ ପାଟି ଆଁ କରିପାରୁନାହିଁ । କଷ୍ଟ ଅନୁଭବ କରୁଛି। ସେପଟେ ମାଆକୁ ମନେ ପକାଇ ଗାଁକୁ ଯିବା ପାଇଁ ବାପାକୁ କହୁଥିବା କାହ୍ନାର ବାପା କହିଛନ୍ତି। ମୁହଁର ଗୋଟିଏ ପାଖ କଳା ଥିବା ବେଳେ ଅନ୍ୟ ପାଖଟି ଧଳା ହୋଇ ରହିଛି । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ୍ ରେ କାହ୍ନାର ବିକୃତ ମୁହଁକୁ ବିଭାଗୀୟ ଡାକ୍ତର ଟିମ୍ ଅପରେସନ୍ କରିଥିଲେ। ଗତ ୨୬ ତାରିଖରେ କାହ୍ନାର ମୁହଁକୁ ପ୍ଳାଷ୍ଟିକ୍ ସର୍ଜ୍ଜରୀ କରାଯାଇଥିଲା

   Related Posts