ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଜୁନ୍ ୧ରୁ ୧୨ ମଧ୍ୟରେ ୧୦.୭ମି.ମି. ବର୍ଷା ରେକର୍ଡ, ସ୍ବାଭାବିକ ତୁଳନାରେ ୭୯ ପ୍ରତିଶତ କମ୍

13/06/2022 at 10:51 AM

ଭୁବନେଶ୍ବର ୧୩।୬: ରାଜ୍ୟରେ ୨୦୨୨ ମସିହା ଜୁନ୍ ୧ରୁ ଜୁନ୍ ୧୨ ମଧ୍ୟରେ ୧୦.୭ ମି.ମି. ବର୍ଷା ରେକର୍ଡ କରାଯାଇଛି ।  ଯାହା ସ୍ବାଭାବିକ ବର୍ଷା ୫୦.୮ ମି.ମି. ତୁଳନାରେ ୭୯ ପ୍ରତିଶତ କମ୍ ରହିଛି । ଏହି ସମୟ ପରିଧି ମଧ୍ୟରେ ୩ଟି ଜିଲ୍ଲାରେ ବର୍ଷା ଆଦୌ ହୋଇନଥିବା ବେଳେ (୧୦୦ ପ୍ରତିଶତ ନିଅଣ୍ଟିଆ) ୩ ଜିଲ୍ଲାରେ ନିଅଣ୍ଟିଆ (୨୦ ପ୍ରତିଶତରୁ ୫୯ ପ୍ରତିଶତ) ଏବଂ ୨୪ ଜିଲ୍ଲାରେ ଅଧିକ ନିଅଣ୍ଟିଆ (୬୦ ପ୍ରତିଶତ କିମ୍ବା ଅଧିକ) ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

   Related Posts