ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ନକଲି ମଦ ବିକ୍ରି ଯୋଜନାକୁ ଭଣ୍ଡୁର କଲା ଅବକାରୀ ବିଭାଗ; ୭୬୫ ଲିଟର ମଦ ଜବତ

29/09/2022 at 10:51 PM

ରାଉରକେଲା ୨୯/୦୯: ଦଶହରାକୁ ଆଖି ଆଖି ଆଗରେ ରଖି ଏବେ ଚୋରା ମଦ ବେପାରୀ ସକ୍ରିୟ। ଅନ୍ୟ ରାଜ୍ୟରୁ   ନାମିଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ଆଣି  ବିକ୍ରି  ଯୋଜନା ପଣ୍ଡ କଲା ପୋଲିସ। ଏହି ନକଲି   ମଦ ସୁନ୍ଦରଗଡ଼ ବିଭିନ୍ନ ଅଞ୍ଚଳରେ ବିକ୍ରି ପାଇଁ ଯୋଜନା ବେଳେ ବଣାଇ ଅବକାରୀ ବିଭାଗ ଚଢ଼ଉ କରିଛି। ବିଶେଷ ସୂତରୁ ଖବର ପାଇ ଗୁରୁବାର ଏକ ଅବାରି ବିଭାଗର ସ୍ୱତନ୍ତ୍ର ଟିମ ବଣାଇ ଥାନାର ଭାଙ୍ଗଡ଼ିହି, ଏବଂ ଉପୁରଡା ଗାଁରେ ଚଢ଼ଉ କରି, ଜୟନ୍ତୀ ପାତ୍ର ନାମକ ମହିଳା ରହୁଥିବା ଭଡ଼ା ଘରେ  ୭୬୫ ଲିଟର ନକଲି ବିଦେଶୀ ମଦ, ଠିପି, ଖାଲି ବୋତଲ, ଷ୍ଟିକର, ପାଣି ବୋତଲକୁ ଜବତ କରିଛି। ଅନ୍ୟପଟେ ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଫେରାର ଅଛି।

   Related Posts