oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ମୋଦିଙ୍କ ଝିଆରୀଙ୍କ ପର୍ସ ଛଡ଼ାଇ ନେଇଥିବା ଲୁଟେରାଙ୍କୁ ଧରିବା ପାଇଁ ଲାଗିଥିଲେ ୭୦୦ ପୋଲିସ କର୍ମୀ, ଯାଞ୍ଚ ହୋଇଥିଲା ୨୦୦ ସିସିଟିଭି ଫୁଟେଜ

14/10/2019 at 1:55 PM

ନୂଆଦିଲ୍ଲୀ୧୪|୧୦: ଅକ୍ଟୋବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତୀଙ୍କ ପର୍ସକୁ ୨ଜଣ ଲୁଟେରା ଛଡ଼ାଇ ନେଇଥିଲେ। ଦିଲ୍ଲୀର ସିଭିଲ ଲାଇନ୍ସର ଗୁଜୁରାଟ ସମାଜ ଭବନ ନିକଟରେ ଦୟମନ୍ତୀ ଛିଡ଼ା ହୋଇଥିବା ସମୟରେ ଏଭଳି ଘଟଣା ଘଟିଥିଲା। ଥାନାରେ ଦୟମନ୍ତୀ ଅଭିଯୋଗ କରିବାର ଦୁଇ ଦିନ ମଧ୍ୟରେ ଦିଲ୍ଲୀ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଥିଲା। ଲୁଟେରା ଦୁଇଜଣଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା।

ମୋଦିଙ୍କ ଝିଆରୀଙ୍କ ପର୍ସ ଛଡ଼ାଇ ନେବା ଘଟଣାକୁ ନେଇ ତିନି ଦିନ ହେବ ବେଶ ଚର୍ଚ୍ଚା ଚାଲିଛି। ଦୟମନ୍ତୀଙ୍କ ପର୍ସକୁ ଛଡ଼ାଇ ନେଇଥିବା ଲୁଟେରାଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସର ୭୦୦ କର୍ମଚାରୀ ଲାଗି ପଡିଥିଲେ। ଏଥିସହ ଲୁଟେରାଙ୍କୁ ଚିହ୍ନଟ ପାଇଁ ଦିଲ୍ଲୀ ୨୦୦ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ହରିୟାଣର ସୋନୀପାତ ଓ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରୁ ପୋଲିସ ଲୁଟେରାଙ୍କୁ ଗିରଫ କରିଥିଲା। ଲୁଟେରାଙ୍କ ପାଖରୁ ପର୍ସ ଜବତ କରି ଦୟମନ୍ତୀଙ୍କୁ ଦିଲ୍ଲୀ ପୋଲିସ ହସ୍ତାନ୍ତର କରିଥିଲା।

ଗିରଫ ଲୁଟେରାଙ୍କ ପ୍ରକୃତ ନାଁ ଗୌରବ ଓ ଆକାଶ ।ସୋନୀପତର ଅଞ୍ଚଳରେ ନିଜ ସଂପର୍କୀୟଙ୍କ ଘରେ ଗୌରବ ଲୁଚିଥିଲା। ସେହିପରି ସୁଲତାନପୁରୀ ଅଞ୍ଚଳରୁ ଆକାଶକୁ ଗିରଫ କରାଯାଇଥିଲା ହୋଇଥିଲା। ଦୟମନ୍ତୀଙ୍କ କହିବା ନୁସାରେ ପର୍ସରେ ପାଖାପାଖି ୫୬ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ୍ ଏବଂ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିଲା।

   Related Posts