ସାହରପଡା ବ୍ଲକର ୭ ଗାଁକୁ ୫ ଦିନ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | July 20, 2020 IST

ପାଟଣା ୨୦।୭: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ୭ଟି ଗାଁକୁ ୫ ଦିନ ପାଇଁ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ତେଣ୍ଡେରା ସରପଞ୍ଚ ।

{"id":302902,"sizeSlug":"large"}

ତେଣ୍ଡେରା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ହାଇଦ୍ରାବାଦ ଫେରନ୍ତା ଦମ୍ପତିଙ୍କର ନିକଟରେ କରୋନା ପଜିଟିଭ୍ ଚିହ୍ନଟ ପରେ ସରପଞ୍ଚ ପଦକ୍ଷେପ ନେଇଛନ୍ତି ।

{"id":302903,"sizeSlug":"large"}

ଏହି ସମୟରେ ଜରୁରୀ କାଳୀନ ସେବାକୁ ଛାଡି ଦେଲେ ଅନ୍ୟ ସସସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.