vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଗୁଜରାଟର ଗିର ଅଭୟାରଣ୍ୟରେ ପୁଣି ୭ଟି ସିଂହ ମୃତ

2/10/2018 at 11:01 AM

ଗୁଜରାଟ ୨|୧୦: ଗୁଜରାଟର ଗିର ଅଭୟାରଣ୍ୟରେ ପୁଣି ୭ଟି ସିଂହଙ୍କ ମୃତ୍ୟୁ ହୋଇଛି । ଗତ ୨୦ ଦିନ ଭିତରେ ୨୧ଟି ସିଂହଙ୍କ ମୃତ୍ୟୁ ହୋଇଛି । ଯଶଧର ଆନିମଲ୍ କେୟାର ସେଣ୍ଟରରେ ୧୧ଟି ସିଂହଙ୍କ ମୃତ୍ୟୁ ହୋଇଛି । କୌଣସି ସଂକ୍ରମଣ ଯୋଗୁ ଏତେ ସଂଖ୍ୟାରେ ସିଂହଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସ୍ଥିତି ଗୁରୁତର ହେଉଥିବାରୁ ଗିର ଜଙ୍ଗଲରୁ ୩୧ଟି ସିଂହଙ୍କୁ ଉଦ୍ଧାର କରି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।

   Related Posts