Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁର୍ଘଟଣାକୁ ୭ ଦିନ ବିତିଲାଣି ,କେବେ ଉଦ୍ଧାର ହେବେ ୨ ଜେସିବି ଅପରେଟର୍ ?

6/06/2018 at 4:54 AM

ଏବେ ବି ଉଦ୍ଧାର ହେ।ଇପାରିନାହାନ୍ତି ଜୟପୁର ରାଣୀଗଡ଼ ଗୁମ୍ମା ପଥରକ୍ଵାରୀରେ ଚାପି ହୋଇ ରହିଥିବା ୨ ଜେସିବି ଅପରେଟର୍ । ଏମାନଙ୍କୁ ଉଦ୍ଧ।ର କରିବାରେ ପ୍ରଶାସନର ସବୁ ଉଦ୍ୟମ ଫେଲ୍ ମାରିଛି । ଭଳି ସ୍ଥିତିରେ ସରକାର ଲୋଡ଼ିଛନ୍ତି ସେନାର ସହାୟତା । ଶେଷରେ ଆଜି ରାଞ୍ଚିରୁ ଏକ ସେନା ଟିମ୍ ଘଟଣାସ୍ଥଳରେ ପହଞ୍ଚଛି । ସେଠାରେ ଟିମ୍ ସ୍ଥିତି ପରଖୁଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି । ସେପଟେ ସ୍ଥାନୀୟ ଲେ।କେ କହୁଛନ୍ତି ଘଟଣାସ୍ଥଳରେ ଦୁର୍ଗନ୍ଧ ହେଉଛି ।

Leave a Reply

   Related Posts