vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଚିତ୍ରକୋଣ୍ଡାରୁ ୩ ଟି ଗଂଜେଇ ଗାଡି ଜବତ ; ଗଂଜେଇ ଚୋରା ଚାଲାଣରେ ୭ ଗିରଫ

13/09/2018 at 12:56 PM

ମାଲକାନଗିରି ୧୩/୯ : ମାଲକାନଗିରି ଚିତ୍ରକୋଣ୍ଡାରୁ ୩ ଟି ଗଂଜେଇ ଗାଡି ଜବତ ହୋଇଛି | ପାଟ୍ରୋଲିଂ ସମୟରେ ୩ ଟି ଗଂଜେଇ ଗାଡି ଜବତ କରିଛି ଚିତ୍ରକୋଣ୍ଡା ପୋଲିସ | ଗାଡି ରେ ମୋଟ ୧୬୫ କେଜି ଗଂଜେଇ ଚୋରା ଚାଲାଣ ହେଉଥିଲା | ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା ହେବ | ଚିତ୍ରକୋଣ୍ଡାରୁ ଆନ୍ଧ୍ର ପ୍ରଦେଶକୁ ଏହି ସବୁ ଗଂଜେଇ ଚାଲାଣ ହେଉଥିଲା | ଗଂଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିଛି ପୋଲିସ | ଏହା ସହ ଆନ୍ଧ୍ର ପ୍ରଦେଶର ୨ଟି କାର ଓ ଗୋଟିଏ ବାଇକ ମଧ୍ୟ ପୋଲିସ ଜବତ କରିଛି | ଗିରଫ ହୋଇଥିବା ୭ ଜଣ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି | ଗିରଫ ୭ ଜଣଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି |

   Related Posts