ସ୍ନାନଯାତ୍ରାରେ ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ, ଶନିବାରଠୁ ଟ୍ରାଫିକ୍ କଟକଣା ଲାଗୁ
ପୁରୀ ୨।୬: ସ୍ନାନ ଯାତ୍ରା ପାଇଁ ଶନିବାରଠାରୁ ପୁରୀରେ ଲାଗୁ ହେବ ଟ୍ରାଫିକ କଟକଣା । ପୁରୀ ଟାଉନ ହଲ୍ ଠାରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବ ପୋଲିସ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ବୈଠକରେ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ପ୍ରବଳ ଭକ୍ତଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକଠାରୁ ବ୍ୟାରିକେଡ଼ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ସିସିଟିଭି, ୬୦ ପ୍ଲାଟୁନ ପୋଲିସ … Continue reading ସ୍ନାନଯାତ୍ରାରେ ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ, ଶନିବାରଠୁ ଟ୍ରାଫିକ୍ କଟକଣା ଲାଗୁ
Copy and paste this URL into your WordPress site to embed
Copy and paste this code into your site to embed