ନୟାଗଡ଼ରୁ ୮୪ ବସ୍ତା ଭାଙ୍ଗ ଜବତ କରିଛି କଟକ ଅବକାରୀ ବିଭାଗ
1/06/2018 at 6:44 AM

କଟକ ଅବକାରୀ ବିଭାଗକୁ ସଫଳତା
ନୟାଗଡ଼ ଓଡଗାଁ ଥାନା ରଗାଡ଼ିମଦ ପୋଲିସ ସାହିରୁ ୮୪ ବସ୍ତା ଭଙ୍ଗ ଜବତ
ଜବତ ଭାଙ୍ଗର ଓଜନ ଆନୁମାନିକ ୪୦ କୁଇଣ୍ଟାଲ
ସେହି ଗାଁର ମଞ୍ଜୁବାଳା ପାତ୍ରଙ୍କ ଘରର ଅଣ୍ଡର ଗ୍ରାଉଣ୍ଡରୁ ଭଙ୍ଗ ଜବତ କରାଯାଇଛି
ସମ୍ପୃକ୍ତ ମହିଳା ମଞ୍ଜୁବାଳା ପାତ୍ରଙ୍କୁ ପୋଲିସ ଗିରଫ କରିବା ସହ ୩ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି
ସମ୍ପୃକ୍ତ ମହିଳାଙ୍କ ଜ୍ୱାଇଁ ଫେରାର ଅଛନ୍ତି