vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ନୟାଗଡ଼ରୁ ୮୪ ବସ୍ତା ଭାଙ୍ଗ ଜବତ କରିଛି କଟକ ଅବକାରୀ ବିଭାଗ

1/06/2018 at 6:44 AM

କଟକ ଅବକାରୀ ବିଭାଗକୁ ସଫଳତା
ନୟାଗଡ଼ ଓଡଗାଁ ଥାନା ରଗାଡ଼ିମଦ ପୋଲିସ ସାହିରୁ ୮୪ ବସ୍ତା ଭଙ୍ଗ ଜବତ
ଜବତ ଭାଙ୍ଗର ଓଜନ ଆନୁମାନିକ ୪୦ କୁଇଣ୍ଟାଲ
ସେହି ଗାଁର ମଞ୍ଜୁବାଳା ପାତ୍ରଙ୍କ ଘରର ଅଣ୍ଡର ଗ୍ରାଉଣ୍ଡରୁ ଭଙ୍ଗ ଜବତ କରାଯାଇଛି
ସମ୍ପୃକ୍ତ ମହିଳା ମଞ୍ଜୁବାଳା ପାତ୍ରଙ୍କୁ ପୋଲିସ ଗିରଫ କରିବା ସହ ୩ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି
ସମ୍ପୃକ୍ତ ମହିଳାଙ୍କ ଜ୍ୱାଇଁ ଫେରାର ଅଛନ୍ତି

Leave a Reply

   Related Posts