oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ରାଜଧାନୀ ଉପକଣ୍ଠରେ ଫଶି ରହିଥିଲେ ୬, ଉଦ୍ଧାର କଲା ଅଗ୍ନିଶମ ବାହିନୀ

17/08/2022 at 11:11 PM

ଭୁବନେଶ୍ବର, ୧୭/୦୮: ରାଜଧାନୀ ଉପକଣ୍ଠ ପ୍ରଧାନ ସାହି ଜୋସ୍ନା ଭିଲା ପାଣି ଘେରରେ ରହିଛି । ଫଳରେ ଏଠି ୬ ଜଣ ଫଶି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି ।  ଏମାନେ ଆପାର୍ଟମେଣ୍ଟ ଭିତରେ ରହିଯାଇଥିଲେ । ଗତ କାଲିଠାରୁ ଏହି ଆପାର୍ଟମେଣ୍ଟ ଚାରି ପଟେ ପାଣି ୫ ରୁ ୬ ଫୁଟ ରହିଥିବାରୁ ବାହାରକୁ ବାହାରି ପାରିନଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଫଶି ରହିଥିବା ଲୋକଙ୍କୁ ରାତିରେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଥିବା ଜଣାପଡ଼ିଛି ।

   Related Posts