ଗଛ ମୂଳେ ପୂଜା କରୁଥିଲେ, ବଜ୍ରପାତରେ ୬ଜଣ ଗୁରୁତର

Published By : Prameya-News7 Bureau | May 11, 2024 IST

ଅନୁଗୋଳ: ଅନୁଗୋଳ ବଲାସିଂହା ବାଲିସାହିରେ ବଜ୍ରପାତ । ଏଥିରେ ୬ଜଣ ଗୁରୁତର ହୋଇଛନ୍ତି । ଆଜି ବାଲିସାହିର ଏକ ଅଶସ୍ତ ଗଛ ମୂଳରେ ପୂଜା ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା । ସମସ୍ତଙ୍କୁ ଅନୁଗୋଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା  । କିନ୍ତୁ ୫ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଅଧିକ ଚିକିତ୍ସା ପାଇଁ କଟକ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.