ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ, ୬ମାସର ଶିଶୁ କନ୍ୟା ମୃତ

20/08/2021 at 4:26 PM

ନବରଙ୍ଗପୁର ୨୦।୮: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଚିକଲପଦର ପଞ୍ଚାୟତ ପୂଜାରୀଭରଣ୍ଡି ଗ୍ରାମରେ କାନ୍ଥ ଭୁଶୁଡ଼ି ୬ ମାସର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି । ପୁଜାରିଭରଣ୍ଡି ଗ୍ରାମର ରାମ ଗଣ୍ଡଙ୍କ ୬ ମାସର ଶିଶୁ କନ୍ୟା ଝିଲ୍ଲି ଗଣ୍ଡ ଶୁକ୍ରବାର ଘର ବାରଣ୍ଡାରେ ଶୋଇଥିବା ବେଳେ କାନ୍ଥ ପଡି ଯାଇଥିଲା। ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିଲା । କାନ୍ଥରେ ଲଗାତାର ପାଣି ପଡି କାନ୍ଥ ଦୁର୍ବଳ ହୋଇଯାଇଥିଲା ଫଳରେ ହଠାତ୍ କାନ୍ଥ ପଡିଯାଇଥିଲା । ଘଟଣାସ୍ଥଳରେ ଶିଶୁ କନ୍ୟାଙ୍କର କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ହୋଇଥିଲା ।

   Related Posts