oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଖୁଦୁରୁକୁଣୀ ପୂଜା ବେଳେ ଅଘଟଣ, ପୋଖରୀରେ ବୁଡିଗଲେ ୬ ନାବାଳିକା

8/09/2019 at 12:00 PM

ଜଗତସିଂହପୁର ୮।୯:  ଜଗତସିଂହପୁର ଜିଲ୍ଲା ସଦର ଥାନା ପାଟଣୀ ଗାଁରେ ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ପୋଖରୀରେ ବୁଡି ଯାଇ ୬ ଜଣ ନାବାଳିକା ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମଣ୍ଡା ସାହି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ପୋଖରୀ ମୂଳେ ପୂଜା କରୁଥିବା ବେଳେ ଜଣଙ୍କର ଗୋଡ଼ ଖସି ଯାଇଥିଲା । ଫଳରେ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୫ ଜଣ ଯାକ ମଧ୍ୟ ବୁଡି ଯାଇଥିଲେ । ପାଟି ଶୁଣି ଗ୍ରାମବାସୀମାନେ ଆସି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

   Related Posts