ସୋନପୁରର ଏକ ପରିତ୍ୟକ୍ତ କୂଅରୁ ୬ଟି ଜଙ୍ଗଲୀ ବାରହା ଉଦ୍ଧାର
19/10/2018 at 10:39 AM

ସୁବର୍ଣ୍ଣପୁର ୧୯/୧୦ : ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଠାରେ କୂଅରେ ପଡିଥିବା ୬ଟି ଜଙ୍ଗଲୀ ବାରହାକୁ ବନବିଭାଗ ତରଫରୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଜଙ୍ଗଲୀ ବାରହା ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲେ । ଆଜି ସକାଳୁ ଗାଁଲୋକେ ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଂଚି ଗାଁଲୋକଙ୍କ ସହାୟତାରେ ଏକ ଠେଂଗାରେ ତାଳବର୍ଡା ବାନ୍ଧୀ ବାରାହାମାନଂକୁ ପାଣିରୁ ବାହାର କରି ଜଂଗଲରେ ଛାଡି ଦେଇଥିଲେ ।
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023