ପୁରୀରେ 5-T ସଚିବ ଭି.କେ. ପାଣ୍ଡିଆନ୍, ଜନ୍ମଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ

ପୁରୀ ୨୯।୫: ଜନ୍ମଦିନରେ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ 5-T ସଚିବ ଭି.କେ. ପାଣ୍ଡିଆନ । ସୋମବାର ସକାଳୁ 5-T ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମା’ ଲକ୍ଷ୍ମୀ, ବିମଳାଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଥିଲେ । ଆସନ୍ତା ଜୁନ୍ ୪ରେ ମହାପ୍ରଭୁଙ୍କ … Continue reading ପୁରୀରେ 5-T ସଚିବ ଭି.କେ. ପାଣ୍ଡିଆନ୍, ଜନ୍ମଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ