କରଞ୍ଜିଆ ଓ ଯଶୀପୁରରେ 5-T ସଚିବ, 5-Tରେ ସାମିଲ ହେଲା ଉଭୟ ନିର୍ବାଚନମଣ୍ଡଳୀର ସ୍କୁଲ ଓ କଲେଜ

କରଞ୍ଜିଆ।ବାରିପଦା।ରାଇରଙ୍ଗପୁର ୧୧।୮: ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ 5-T ସଚିବ ଭି.କେ. ପାଣ୍ଡିଆନ । ପ୍ରଥମେ କରଞ୍ଜିଆ କଲେଜ ପଡ଼ିଆରେ ଓହ୍ଲାଇ ଲୋକଙ୍କ ସହ ଭାବ ବିନିମୟ କରିଥିଲେ । ତାଙ୍କଠାରୁ ଅଭିଯୋଗ ପତ୍ର ନେଇଥିଲେ । ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ପାଇଁ ୨୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁଦାନ କରିଛନ୍ତି ବୋଲି 5-T ସଚିବ ଘୋଷଣା କରିଥିଲେ । ସେହିପରି ଯଶୀପୁର ମହାର୍ଦ୍ଦାପଳସା ମିନି ଷ୍ଟାଡିୟମରେ ହେଉଥିବା ଜନ ଶୁଣାଣିରେ ଯୋଗଦେଇ ଲୋକଙ୍କଠାରୁ ଅଭିଯୋଗ ପତ୍ର … Continue reading କରଞ୍ଜିଆ ଓ ଯଶୀପୁରରେ 5-T ସଚିବ, 5-Tରେ ସାମିଲ ହେଲା ଉଭୟ ନିର୍ବାଚନମଣ୍ଡଳୀର ସ୍କୁଲ ଓ କଲେଜ