କେନ୍ଦୁଝର ଗସ୍ତରେ 5-T ସଚିବ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ବଡବିଲ ୧୦।୬: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ 5-T ସଚିବ ଭି.କେ. ପଣ୍ଡିଆନ ।  କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସଂପର୍କରେ ଅବଗତ ହୋଇଛନ୍ତି । ଏଥିସହିତ ସେମାନଙ୍କର ସମସ୍ୟା ଦୂରୀକରଣ କରିବା ପାଇଁ ଭରସା ଦେଇଛନ୍ତି । 5-T ସଚିବ ଭି.କେ. ପାଣ୍ଡିଆନ ପ୍ରଥମେ ଭୀମକୁଣ୍ଡ ଯାଇ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିଥିଲେ । ଏହାପରେ ସେ ସ୍ଥାନୀୟ ଲୋକଙ୍କୁ … Continue reading କେନ୍ଦୁଝର ଗସ୍ତରେ 5-T ସଚିବ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା