ବାହାନଗା ଟ୍ରେନ୍‌ ଟ୍ରାଜେଡି, ଆହତ କୁନି ପୁଅକୁ ଉପହାର ଦେଲେ 5T ସଚିବ

କଟକ ୦୬।୦୬ : ବାହାନଗା ଟ୍ରେନ୍‌ ଟ୍ରାଜେଡି । ଦୁର୍ଘଟଣାରେ ଶିକାର ହୋଇଥିଲେ ୧୦ ବର୍ଷୀୟ ଶିଶୁ ଦେବାଶିଷ ପାତ୍ର । ରବିବାର 5T ସଚିବ ଭି.କେ ପାଣ୍ଡିଆନ୍‌ ଏସ୍‌ସିବିରେ ଆହତମାନଙ୍କୁ ଭେଟୁଥିଲେ । ଏହି ସମୟରେ 5T ସଚିବଙ୍କ ନଜର ଦେବାଶିଷଙ୍କ ଉପରେ ପଡିଥିଲା । ଏବଂ ତାଙ୍କୁ ପଚାରିଥିଲେ ଯେ, ତୁମକୁ କଣ ଭଲ ଲାଗି । ଡ୍ରେସ୍‌ ଭଲ ଲାଗେ ବୋଲି ଦେବାଶିଷ୍‌ ତତ୍‌କ୍ଷଣାତ୍‌ କହିଥିଲେ । ଶେଷରେ 5T ସଚିବ ଦେବାଶିଷଙ୍କ … Continue reading ବାହାନଗା ଟ୍ରେନ୍‌ ଟ୍ରାଜେଡି, ଆହତ କୁନି ପୁଅକୁ ଉପହାର ଦେଲେ 5T ସଚିବ