ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ 5-T ଅଧ୍ୟକ୍ଷ, ନୂଆବର୍ଷ ସୁଦ୍ଧା କାମ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | February 23, 2024 IST

ଭୁବନେଶ୍ବର ୨୩।୨: ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ଶୁକ୍ରବାର ସକାଳ ୬ଟା ୩୦ମିନିଟ୍‌ରୁ ୭ଟା ୩୦ମିନିଟ୍ ଯାଏଁ ଏକାମ୍ର କ୍ଷେତ୍ର ଯାଇ ପ୍ରକଳ୍ପ ସମୀକ୍ଷା କରିଛନ୍ତି । ଭକ୍ତଙ୍କ ସୁବିଧା ସହ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଉପରେ 5-T ଅଧ୍ୟକ୍ଷ ଗୁରୁତ୍ବ ଦେଇଛନ୍ତି । ପ୍ରକଳ୍ପ କାମ ଜୋରସୋରରେ କାମ ଆଗେଇ ଚାଲିଥିବା ବେଳେ ଆସନ୍ତା ୨୦୨୫ ନୂଆ ବର୍ଷ ସୁଦ୍ଧା କାମ ସାରିବାକୁ ଅଧିକାରୀଙ୍କୁ 5-T ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/odisha-cm-increased-the-remuneration-of-self-employed-artisans/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-cm-increased-the-remuneration-of-self-employed-artisans/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.