ସମ୍ବଲପୁର ଗସ୍ତରେ 5-T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ନୂଆ ଓ ଛାତ୍ର ବୃତ୍ତି

Published By : Prameya-News7 Bureau | February 26, 2024 IST

ସମ୍ବଲପୁର ୨୬।୨: ସମ୍ବଲପୁର ଗସ୍ତରେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ସୋମବାର 5-T ଅଧ୍ୟକ୍ଷ ସମ୍ବଲପୁର ଗସ୍ତରେ ଆସି ନୂଆ ଓ ଛାତ୍ର ବୃତ୍ତି ବଣ୍ଟନ କରିଛନ୍ତି । ଏନେଇ ସମ୍ବଲପୁର ମଣ୍ଡଳିଆ ପଡିଆରେ ୧୧ଟାରୁ ୧୧ଟା ୪୫ ଯାଏଁ କାର୍ଯ୍ୟକ୍ରମ ରହିଥିଲା । ଯେଉଁଥିରେ ସାରା ଜିଲ୍ଲାର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

{"id":913922,"sizeSlug":"full","linkDestination":"none"}

ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ଖୁସି ପ୍ରକଟ କରିଛନ୍ତି । ଯୁକ୍ତ ୩ ଛାତ୍ରଛାତ୍ରୀ ଓ ପିଜି ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଯେଉଁଥିରେ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ପ୍ରଦାନ କରାଯାଇଛି । ଏହା ଆର୍ଥିକସ୍ତରରେ ତାଙ୍କୁ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/dj-machine-seized-by-infocity-police-of-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dj-machine-seized-by-infocity-police-of-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.