ଯାଜପୁରରେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ଟିପ୍ସ

Published By : Prameya-News7 Bureau | February 13, 2024 IST

ଯାଜପୁର ୧୩।୨: ଯାଜପୁରରେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ଯାଜପୁର କୁସୁମା ନିକଟ ପଡ଼ିଆରେ ପହଞ୍ଚି ପ୍ରଥମେ ଏସ୍‌ସି କଲେଜ ପଡିଆରେ ଆୟୋଜିତ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5-T ଅଧ୍ୟକ୍ଷ ଯୋଗ ଦେଇଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଉଛନ୍ତି ଭି.କେ. ପାଣ୍ଡିଆନ୍ ।

ଏହାପରେ କୁସୁମା ନିକଟରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

You Can Read :

wp:embed {"url":"https://www.prameyanews7.com/govt-land-seizure-eviction-in-anandpur-of-keonjhar-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/govt-land-seizure-eviction-in-anandpur-of-keonjhar-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.