AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୫୮ତମ ଜାତୀୟ ଓପନ୍ ଆଥେଲେଟିକ୍ ମିଟ୍

25/09/2018 at 11:09 AM

ଭୁବନେଶ୍ବର ୨୫|୯: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ୫୮ତମ ଜାତୀୟ ଓପନ୍ ଆଥେଲେଟିକ୍ ମିଟ୍ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୬ଶହ ଖେଳାଳି ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଆଥଲେଟିକ୍ ଫେଡେରେସନ୍ ଏବଂ ଓଡିଶା ଆଥଲେଟିକ୍ ଆସୋସିଏସନ୍ ମିଳିତ ଭାବେ ଏହି ଚାମ୍ପିଅନସିପକୁ ଆୟୋଜନ କରୁଛନ୍ତି । ଶହେରୁ ଅଧିକ ଜାତୀୟ ରାଜ୍ୟ ଅଫିସିଆଲ ଏହି ମିଟକୁ ପରିଚାଳନା କରୁଛନ୍ତି । ଆଜି ସଂଧ୍ୟା ୬ଟାରେ ଆଥେଲେଟିକସ୍ ମିଟ୍ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ୨୮ସେପ୍ଟେମ୍ବର ଯାଏ ଚାଲିବ ।

   Related Posts