ଜୋରସୋରରେ ଚାଲିଛି ଭୁବନେଶ୍ୱର ରେଳ ଷ୍ଟେସନ କାମ, ୨୦୨୪ ଡିସେମ୍ବର ସୁଦ୍ଧା ହେବ ଶେଷ

ଭୁବନେଶ୍ବର ୪।୮: ଅମୃତ ଭାରତ ଯୋଜନାରେ ଆସନ୍ତା ୬ ତାରିଖରେ ସାରା ଦେଶରେ ୫୦୮ଟି ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଷ୍ଟେସନ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅମୃତ ଭାରତ ଯୋଜନାରେ ଓଡିଶାର ୫୭ଟି ଷ୍ଟେସନ ସାମିଲ ଅଛି । ପ୍ରଥମ ପର୍ଯ୍ୟାୟରେ ୨୫ଟି ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ସାକ୍ଷୀଗୋପାଳ ଷ୍ଟେସନ ପାଇଁ ୩୪.୮ କୋଟି, ମାଞ୍ଚେଶ୍ୱର୍ ୨୬.୯ କୋଟି, ଢେଙ୍କାନାଳ, ୨୬.୧ କୋଟି, ଛତ୍ରପୁର … Continue reading ଜୋରସୋରରେ ଚାଲିଛି ଭୁବନେଶ୍ୱର ରେଳ ଷ୍ଟେସନ କାମ, ୨୦୨୪ ଡିସେମ୍ବର ସୁଦ୍ଧା ହେବ ଶେଷ