ଭୁବନେଶ୍ବର ଖଣ୍ଡଗିରି ଅଂଚଳରୁ ଜଣେ ଯୁବକ ଠାରୁ ୫୫ଗ୍ରାମର ବ୍ରାଉନସୁଗାର ଜବତ
18/10/2018 at 2:06 AM

ଭୁବନେଶ୍ବର ୧୭/୧୦: ଭୁବନେଶ୍ବର ଖଣ୍ଡଗିରି ଅଂଚଳରୁ ଜଣେ ଯୁବକ ଠାରୁ ୫୫ଗ୍ରାମର ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରୀୟ ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ । ଗିରଫ ଯୁବକର ନା ମୁନା ସେଠୀ ହୋଇଥିବା ବେଳେ ତା’ର ଘର ଖୋର୍ଦ୍ଧା ଅଂଚଳରେ ବୋଲି ଜଣାପଡ଼ିଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023