suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଭୁବନେଶ୍ବର ଖଣ୍ଡଗିରି ଅଂଚଳରୁ ଜଣେ ଯୁବକ ଠାରୁ ୫୫ଗ୍ରାମର ବ୍ରାଉନସୁଗାର ଜବତ

18/10/2018 at 2:06 AM

ଭୁବନେଶ୍ବର ୧୭/୧୦: ଭୁବନେଶ୍ବର ଖଣ୍ଡଗିରି ଅଂଚଳରୁ ଜଣେ ଯୁବକ ଠାରୁ ୫୫ଗ୍ରାମର ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରୀୟ ଅବକାରୀ  ବିଭାଗ  । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ।  ଗିରଫ ଯୁବକର ନା ମୁନା ସେଠୀ ହୋଇଥିବା ବେଳେ ତା’ର ଘର ଖୋର୍ଦ୍ଧା ଅଂଚଳରେ ବୋଲି ଜଣାପଡ଼ିଛି ।

   Related Posts