ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

୫୧ ଜଣ ଡିଏସ୍‌ପି ଓ ଏସିପିଙ୍କ ବଦଳି

4/11/2019 at 10:34 PM


ଭୁବନେଶ୍ୱର ୦୪।୧୧- ୫୧ ଜଣ ଡିଏସ୍‌ପି ଓ ଏସିପିଙ୍କୁ ବଦଳି କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଡିଏସ୍‌ପି, ଏସ୍‌ଡିପିଓ ରାଙ୍କର ପୁଲିସ ଅଧିକାରୀମାନଙ୍କୁ ବଦଳି କରାଯାଇଥିବା କଟକ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।


ଦେବଜ୍ୟୋତି ଦାଶଙ୍କୁ କଟକ ଟ୍ରାଫିକ୍‌ର ଏସିପି ଭାବେ ନିଯୁକ୍ତିଦିଆଯାଇଛି ।

ସ୍ୱାତ୍ତିକ ପଣ୍ଡାଙ୍କୁ ଭୁବନେଶ୍ୱର ଟ୍ରାଫିକ୍‌ ଏସିପି ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ରାଉରକେଲା ଶାନ୍ତା ନୂତନ ସମାଦଙ୍କୁ ରାଉରକେଲା ପିସିଆର ସେଲ୍‌ ଓ ଟ୍ରାଫିକ ଡିଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି ।

   Related Posts