IPL 2023 Final: ଷ୍ଟମ୍ପ ଠାରୁ ଅମ୍ପାୟାର କ୍ୟାପ୍ ଯାଏ, ଜାଣନ୍ତୁ ଷ୍ଟାଡିୟମ୍ରେ କେଉଁଠି ଲାଗିଛି ୫୦ କ୍ୟାମେରା
ମୁମ୍ଵାଇ ୨୯।୦୫: ଆଇପିଏଲ୍ ୨୦୨୩ର ମେଗା ଫାଇନାଲ୍ ମ୍ୟାଚ୍ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାର ଥିଲା। ଏହା ପୂର୍ବରୁ ଗତକାଲି ୬ଟାରେ କ୍ଲୋଜିଙ୍ଗ ସେରମନି ମଧ୍ୟ ଆୟୋଜିତ ହୋଇଥାନ୍ତା । ହେଲେ ପ୍ରବଳ ବର୍ଷା ଯୋଗୁଁ ଏହି ମ୍ୟାଚ୍ ଖେଳା ଯାଇ ପାରିନାହିଁ। ଫଳରେ ଆଜି ଅର୍ଥାତ୍ ସୋମବାର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ସିଜିନ୍ରେ ଖେଳାଳିମାନଙ୍କ ସହିତ, ସପୋର୍ଟ ଷ୍ଟାଫ୍ ମଧ୍ୟ … Continue reading IPL 2023 Final: ଷ୍ଟମ୍ପ ଠାରୁ ଅମ୍ପାୟାର କ୍ୟାପ୍ ଯାଏ, ଜାଣନ୍ତୁ ଷ୍ଟାଡିୟମ୍ରେ କେଉଁଠି ଲାଗିଛି ୫୦ କ୍ୟାମେରା
Copy and paste this URL into your WordPress site to embed
Copy and paste this code into your site to embed