OUAT ପରିଦର୍ଶନ କଲେ 5-ଟି ସଚିବ , ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ
17/02/2020 at 3:04 PM

ଭୁବନେଶ୍ବର ୧୭।୦୨: OUAT ପରିଦର୍ଶନ କଲେ 5-ଟି ସଚିବ ଭି.କେ ପାଣ୍ଡିଆନ୍ । ସୋମବାର ସକାଳ ୬ଟାରେ ସମୟରେ ଅଚାନକ OUAT ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ, ହଷ୍ଟେଲ କ୍ଲାସ ରୁମ୍ ବୁଲି ତଦାରଖ କରିଥିଲେ ।

ଏହା ସହ ବିଭିନ୍ନ ବିଭାଗ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଓୟୁଏଟି ଅଧିକାରୀଙ୍କ ସହ ଭିତ୍ତିଭୂମି ନେଇ ଆଲୋଚନା କରିଛନ୍ତି। ଏହି ସମୟରେ OUAT କୁଳପତି ପବନ ଅଗ୍ରୱାଲ, ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023