scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

OUAT ପରିଦର୍ଶନ କଲେ 5-ଟି ସଚିବ , ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ

17/02/2020 at 3:04 PM

ଭୁବନେଶ୍ବର ୧୭।୦୨: OUAT ପରିଦର୍ଶନ କଲେ 5-ଟି ସଚିବ ଭି.କେ ପାଣ୍ଡିଆନ୍ । ସୋମବାର ସକାଳ ୬ଟାରେ ସମୟରେ ଅଚାନକ OUAT ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ, ହଷ୍ଟେଲ କ୍ଲାସ ରୁମ୍‌ ବୁଲି ତଦାରଖ କରିଥିଲେ ।

ଏହା ସହ ବିଭିନ୍ନ ବିଭାଗ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଓୟୁଏଟି ଅଧିକାରୀଙ୍କ ସହ ଭିତ୍ତିଭୂମି ନେଇ ଆଲୋଚନା କରିଛନ୍ତି।  ଏହି ସମୟରେ OUAT କୁଳପତି ପବନ ଅଗ୍ରୱାଲ, ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

   Related Posts