ବାଙ୍କି ଗସ୍ତରେ ୫-ଟି ସଚିବ, ମାଆ ଚର୍ଚ୍ଚିକାଙ୍କ ଦର୍ଶନ ସହ ନେଲେ ଆଶିର୍ବାଦ
9/08/2023 at 11:29 AM

ବାଙ୍କି ୦୯/୦୮: ଜାରି ରହିଛି ୫-ଟି ସଚିବଙ୍କ ମାରାଥନ ଗସ୍ତ । ଗତ କିଧିଦିନ ହେବ ସେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗଦେଇଥିଲେ । ଏହି ଅବସରରେ ସେ ବାଙ୍କୀ ଗସ୍ତରେ ଯାଇଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ବାଙ୍କିରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ପ୍ରଥମେ ମାଆ ଚର୍ଚ୍ଚିକାଙ୍କ ପୀଠରେ ପହଞ୍ଚି ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ୫-ଟି ସଚିବ । ପରେ ମନ୍ଦିର ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ, ସେବାୟତ ଏବଂ ସାଧାରଣ ଭକ୍ତଙ୍କୁ ଭେଟିବା ସହ ମନ୍ଦିରର ଉନ୍ନିତକରଣ ଏବଂ ବିକାଶ ନେଇ ଆଲୋଚନା କରିଥିଲେ । ସେଠାରୁ ସେ ଏକ ସଭାକୁ ଆସି ସେଠାରେ ଲୋକଙ୍କ ଅଭିଯୋଗର ଶୁଣାଣୀ କରିଥିଲେ ୫-ଟି ସଚିବ ।
Related Posts
ଖୁବ ଶୀଘ୍ର ରାଜ୍ୟ ସରକାର ଆଣିବେ ସିନେମା ପଲିସି, ଓଡିଆ ଭାଷାକୁ ଦିଆଯିବ ଗୁରୁତ୍ୱ
28 November 2023