ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜ୍ରପାତରେ ୫ ହନୁମାଙ୍କଡ଼ ମୃତ, ୧୦ ଗୁରୁତର

1/10/2022 at 3:49 PM

ଟାଙ୍ଗୀ, ୦୧/୧୦: ବଜ୍ରପାତରେ ୫ ହନୁ-ମାଙ୍କଡ଼ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହିତ ୧୦ ହନୁମାଙ୍କଡ ଗୁରୁତର ଆହତ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବର୍ଷା ପବନ ଯୋଗୁଁ ମାଙ୍କଡ଼ମାନେ ବିରାଟକାୟ ବଟ ବୃକ୍ଷରେ ଆଶ୍ରୟ ନେଇଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ସେଠାରେ ୫ଟି ମାଙ୍କଡ଼ ଟଳି ପଡ଼ିଥିଲେ ।

   Related Posts