scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୫ ନାବାଳକ ଦାଦନ ଶ୍ରମିକ ଉଦ୍ଧାର

25/06/2018 at 11:40 AM

ଆନନ୍ଦପୁର ଚାଇଡ୍ ଲାଇନ୍ ଓ ପୋଲିସ୍ ର ମିଳିତ ସହଯୋଗରେ ଆଜି ୫ ଜଣ ନାବାଳକ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଥତ୍ବା ବଳେ ଏମାନଙ୍କୁ ନେଇ ଚେନ୍ନାଇ ଯାଉଥତ୍ବା ଦଲାଲ କୁ ଅଟକ ରଖିଛି ପୋଲିସ୍ । କରଂଜିଆରୁ ଭଦ୍ରକ ଯାଉଥତ୍ବା ପଥ ସାରଥୀ ନାମକ ଏକ ଘରୋଇ ବସ୍ ରେ ଜଣେ ଦଲାଲ ୫ ଜଣ ନାବାଳଙ୍କୁ ନେଇ ଭଦ୍ରଖ ଷ୍ଟେସନ ଯାଉଥତ୍ବା ଖବର ପାଇବାପରେ ଚାଇଡ୍ ଲାଇନର ସଦଷ୍ୟମାନେ ଆନନ୍ଦପୁର ପୋଲିସ୍ କୁ ଖବର କରିଥତ୍ଲେ । ଆନନ୍ଦପୁର ଥାନା ସମ୍ମୁଖରେ ବସ୍ ଟିକୁ ଅଟକାଯାଇ ସେଥତ୍ରୁ ୫ ଜଣ ନାବାଳକ ଙ୍କ ଉଦ୍ଧାର କରାଯାଇଥତ୍ଲା। ସଂପୃକ୍ତ ୫ ନାବାଳକ ମୟୂରଭଞ୍ଚ ଜିଲ୍ଲା ରରୁଆଁ ଥାନା କେରଣ୍ଡୀ ଅଞ୍ଚଳର ହୋଇଥତ୍ବା ବଳେ ଦଲାଲ ସୁନିଲ ଦଳେଇ ର ଘର ରରୁଆଁ ଥାନା ଅଞ୍ଚଳରେ ହୋଇଥତ୍ବା ଜଣାପଡିଛି । ଏମାନଙ୍କୁ ଜିଲ୍ଲା ଶିଶୁମଙ୍ଗଳ ବିଭାଗ କମିଟିକୁ ହସ୍ତା’ର କରାଯାଇ ପରବର୍ତ୍ତି ପଦକ୍ଷେପ ନିଆଁଯିବ ବୋଲି ଚାଇଡ୍ ଲାଇନ୍ ତରଫରୁ ସୂଚନା ମିଳିଛି ।

   Related Posts