୫ ନାବାଳକ ଦାଦନ ଶ୍ରମିକ ଉଦ୍ଧାର

Published By : Prameya-News7 Bureau | June 25, 2018 IST

ଆନନ୍ଦପୁର ଚାଇଡ୍ ଲାଇନ୍ ଓ ପୋଲିସ୍ ର ମିଳିତ ସହଯୋଗରେ ଆଜି ୫ ଜଣ ନାବାଳକ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଥତ୍ବା ବଳେ ଏମାନଙ୍କୁ ନେଇ ଚେନ୍ନାଇ ଯାଉଥତ୍ବା ଦଲାଲ କୁ ଅଟକ ରଖିଛି ପୋଲିସ୍ । କରଂଜିଆରୁ ଭଦ୍ରକ ଯାଉଥତ୍ବା ପଥ ସାରଥୀ ନାମକ ଏକ ଘରୋଇ ବସ୍ ରେ ଜଣେ ଦଲାଲ ୫ ଜଣ ନାବାଳଙ୍କୁ ନେଇ ଭଦ୍ରଖ ଷ୍ଟେସନ ଯାଉଥତ୍ବା ଖବର ପାଇବାପରେ ଚାଇଡ୍ ଲାଇନର ସଦଷ୍ୟମାନେ ଆନନ୍ଦପୁର ପୋଲିସ୍ କୁ ଖବର କରିଥତ୍ଲେ । ଆନନ୍ଦପୁର ଥାନା ସମ୍ମୁଖରେ ବସ୍ ଟିକୁ ଅଟକାଯାଇ ସେଥତ୍ରୁ ୫ ଜଣ ନାବାଳକ ଙ୍କ ଉଦ୍ଧାର କରାଯାଇଥତ୍ଲା। ସଂପୃକ୍ତ ୫ ନାବାଳକ ମୟୂରଭଞ୍ଚ ଜିଲ୍ଲା ରରୁଆଁ ଥାନା କେରଣ୍ଡୀ ଅଞ୍ଚଳର ହୋଇଥତ୍ବା ବଳେ ଦଲାଲ ସୁନିଲ ଦଳେଇ ର ଘର ରରୁଆଁ ଥାନା ଅଞ୍ଚଳରେ ହୋଇଥତ୍ବା ଜଣାପଡିଛି । ଏମାନଙ୍କୁ ଜିଲ୍ଲା ଶିଶୁମଙ୍ଗଳ ବିଭାଗ କମିଟିକୁ ହସ୍ତା’ର କରାଯାଇ ପରବର୍ତ୍ତି ପଦକ୍ଷେପ ନିଆଁଯିବ ବୋଲି ଚାଇଡ୍ ଲାଇନ୍ ତରଫରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.