ନରାଜ ନିକଟରେ ରାତି ୯ଟା ସୁଦ୍ଧା ୫ ଲକ୍ଷ ୨୫ ହଜାର ୭ ଶହ ୩୨ କ୍ୟୁସେକ୍ ଜଳ ପ୍ରବାହିତ
15/08/2022 at 9:53 PM

କଟକ, ୧୫/୦୮: କଟକ ନରାଜ ନିକଟରେ ରାତି ୯ଟା ସୁଦ୍ଧା ପାଞ୍ଚ ଲକ୍ଷ ପଚିଶ ହଜାର ସାତ ଶହ ବତିଶ ଘନ ଫୁଟ ଜଳ ପ୍ରବାହିତ ହେଉଛି । ସେହି ଭଳି ନରାଜ ଉପର ମୁଣ୍ଡର ଜଳ ସ୍ତର ୨୬.୧୫ ଘନ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୨୪.୫୫ ଘନ ଫୁଟ ରହିଛି।
ଅନ୍ୟପଟେ କଟକ ମୁଣ୍ଡଳୀ ନିକଟ ମହାନଦୀରେ ରାତି ୯ ଟା ସୁଦ୍ଧା ୧୦ ଲକ୍ଷ ୭୩ ହଜାର ୨ ଶହ ୮୭ ଘନଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ନରାଜ ଉପର ମୁଣ୍ଡର ଜଳ ସ୍ତର ୯୫.୫୦ ଘନଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୩.୮୦ ଘନଫୁଟ ରହିଛି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023