suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ନରାଜ ନିକଟରେ ରାତି ୯ଟା ସୁଦ୍ଧା ୫ ଲକ୍ଷ ୨୫ ହଜାର ୭ ଶହ ୩୨ କ୍ୟୁସେକ୍‌ ଜଳ ପ୍ରବାହିତ

15/08/2022 at 9:53 PM

କଟକ,  ୧୫/୦୮: କଟକ ନରାଜ ନିକଟରେ ରାତି ୯ଟା ସୁଦ୍ଧା ପାଞ୍ଚ ଲକ୍ଷ ପଚିଶ ହଜାର ସାତ ଶହ ବତିଶ ଘନ ଫୁଟ ଜଳ ପ୍ରବାହିତ ହେଉଛି । ସେହି ଭଳି ନରାଜ ଉପର ମୁଣ୍ଡର ଜଳ ସ୍ତର ୨୬.୧୫ ଘନ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୨୪.୫୫ ଘନ ଫୁଟ ରହିଛି।

ଅନ୍ୟପଟେ କଟକ ମୁଣ୍ଡଳୀ ନିକଟ ମହାନଦୀରେ ରାତି ୯ ଟା ସୁଦ୍ଧା ୧୦ ଲକ୍ଷ ୭୩ ହଜାର ୨ ଶହ ୮୭ ଘନଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ନରାଜ ଉପର ମୁଣ୍ଡର ଜଳ ସ୍ତର ୯୫.୫୦ ଘନଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୩.୮୦ ଘନଫୁଟ ରହିଛି ।

   Related Posts