ମୁନିଗୁଡ଼ା: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ଆଉ ବର୍ଷା ଯୋଗୁଁ ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରାଣୀପିଣ୍ଡା ନିକଟ ବଂଶଧାରା ନଦୀ ବ୍ରିଜ୍ ଉପରେ ୫ ଫୁଟର ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରାୟଗଡ଼ା କଳାହାଣ୍ଡି ଜିଲ୍ଲା ମଧରେ ଯୋଗାଯୋଗ ବିଛିନ୍ନ ହୋଇଛି। ୬ ନମ୍ବର ରାଜ୍ୟ ରାଜପଥ ବିଶାଖାପାଟଣା ଓ ରାୟପୁରକୁ ସଂଯୋଗ କରୁଥିବାରୁ ଉଭୟ ପଟରେ ଶହଶହ ଟ୍ରକ ଅଟକି ରହିଛି।
ପରଲୋକରେ ପୋଲସରାର ପୂର୍ବତନ ବିଧାୟକ, ଶୋକବ୍ୟକ୍ତ କଲେ...