ଗ୍ରାସୀମ କଂପାନୀରେ ସଲଫ୍ୟୁରିକ ଟ୍ୟାଙ୍କ ଫାଟି ୫ ଆହତ, ମେଡିକାଲରେ ଚାଲିଛି ଚିକିତ୍ସା

Published By : Prameya-News7 Bureau | May 24, 2024 IST

Breaking_1

ଛତ୍ରପୁର ୨୪/୫: ଗଞ୍ଜାମ ସ୍ଥିତ ଗ୍ରାସୀମ କମ୍ପାନୀରେ ଅଘଟଣ । କାମ କରୁଥିବା ସମୟରେ ସଲଫ୍ୟୁରିକ ଟ୍ୟାଙ୍କ ଫାଟି ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି । ୫ଜଣକ ମଧ୍ୟରୁ ୩ ଜଣକ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.