Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧରାପଡ଼ିଲେ ୫ ଡକାୟତ

18/02/2020 at 10:23 PM

ଭୁବନେଶ୍ବର: ଡକାୟତି ଯୋଜନା ବେଳେ ଧରାପଡ଼ିଲେ ୫ ଡକାୟତ , ଲକ୍ଷ୍ମୀସାଗର ଥାନା ପୋଲିସ ଏହି ଡକାୟତମାନଙ୍କୁ ଗିରଫ କରିଛି  ।

ଡ଼କାୟତମାନଙ୍କ ଠାରୁ ଠେଙ୍ଗା, କଟୁରି, ଲୁହାଛଡ଼ ଜବତ  କରାଯାଇଛି । ଏହି ଗିରଫ ଡକାୟତଙ୍କ ନାଁରେ ରହିଛି ୩୦ରୁ ଅଧିକ ମାମଲା ରହିଛି । ରାଜଧାନୀ ସହ ଅନ୍ୟ ଥାନାମାନଙ୍କରେ ଏହି ଡକାୟତମାନଙ୍କ ନାମରେ ବିଭିନ୍ନ ମାମଲା ରହିଛି ।

   Related Posts