ଧରାପଡ଼ିଲେ ୫ ଡକାୟତ
18/02/2020 at 10:23 PM

ଭୁବନେଶ୍ବର: ଡକାୟତି ଯୋଜନା ବେଳେ ଧରାପଡ଼ିଲେ ୫ ଡକାୟତ , ଲକ୍ଷ୍ମୀସାଗର ଥାନା ପୋଲିସ ଏହି ଡକାୟତମାନଙ୍କୁ ଗିରଫ କରିଛି ।
ଡ଼କାୟତମାନଙ୍କ ଠାରୁ ଠେଙ୍ଗା, କଟୁରି, ଲୁହାଛଡ଼ ଜବତ କରାଯାଇଛି । ଏହି ଗିରଫ ଡକାୟତଙ୍କ ନାଁରେ ରହିଛି ୩୦ରୁ ଅଧିକ ମାମଲା ରହିଛି । ରାଜଧାନୀ ସହ ଅନ୍ୟ ଥାନାମାନଙ୍କରେ ଏହି ଡକାୟତମାନଙ୍କ ନାମରେ ବିଭିନ୍ନ ମାମଲା ରହିଛି ।
Related Posts
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023