suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହଙ୍ଗା ପଡିଲା ଖଣ୍ଡାରେ କେକ୍ କାଟିବା, ବନ୍ଧାହେଲେ ୫ ଅଭିଯୁକ୍ତ

28/11/2022 at 5:16 PM

ଭୁବନେଶ୍ୱର ୨୮/୧୧: ଭୁବେନଶ୍ୱର ଖଣ୍ଡାରେ ଜନ୍ମଦିନ କେକ କାଟିବା ମାମଲାରେ ପୋଲିସର ଆକ୍ସନ । ଘଟଣାରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ନୟାପଲ୍ଲୀ ଥାନା ପୋଲିସ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଥାଉକି, ସୋସିଆଲ ମିଡ଼ିଆରେ ନିଜର ଦାଦାଗିରି ଜାହିର୍ କରିବାକୁ ଏମିତି ଉଦ୍ୟମ କରିଥିଲେ କିଛି ଯୁବକ । ଏପରିକି କେକ କାଟିବା ପରେ ସେ ଦୃଶ୍ୟକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ତେବେ ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

   Related Posts