ନୀଳଗିରିର ଶିଶୁ ଦୁଷ୍କର୍ମକାରୀ ଗିରଫ
17/04/2018 at 6:37 AM

ନୀଳଗିରିରେ ୪ବର୍ଷ ଶିଶୁ କନ୍ୟାକୁ ଦୁଷ୍କର୍ମ କରି ଫେରାର ହେଇଯାଇଥିବା ଅଭିଯୁକ୍ତ ଗିରଫ
ଅଭିଯୁକ୍ତ ନିତ୍ୟାନନ୍ଦ ଜେନା ଗିରଫ
ମାମଲା ରୁଜ୍ଜୁ ପରେ ଅଭିଯୁକ୍ତକୁ ଧରିବା ପାଇଁ ୩ଟି ଟିମ ଗଠିତ ହେଇଥିଲା
ଅଭିଯୁକ୍ତର ଫୋନକୁ ଟ୍ରାକ କରି ପୋଲିସ ଗିରଫ କରିଛି
ଭଦ୍ରକ ବନ୍ତ ଛକରୁ ଗିରଫ ନୀଳଗିରି ପୋଲିସ