LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୪ ମାସର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା : ନା ମାନେ ନା

23/04/2018 at 9:13 AM

ଘଟଣା ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରର | ୪ମାସର ଶିଶୁ କୁ ଦୁଷ୍କର୍ମ ପରେ ହତ୍ୟା କରିଛି ଶିଶୁର ଜଣେ ସମ୍ପର୍କୀୟ ମାମୁ | ଅତି ଗରିବ ପରିବାର ହୋଇଥିବାରୁ ମା ସହ ଶିଶୁଟି ଫୁଟପାଥରେ ସୋଇଥିଲା | ସେଠାରୁ ଅଭିଯୁକ୍ତ ମାମୁ ଶିଶୁକୁ ଉଠାଇ ନେଇ ଦୁଷ୍କର୍ମ ପରେ ହତ୍ୟା କରିଥିଲା | ସକାଳେ ପରିବାର ଲୋକେ ଶିଶୁକୁ ଖୋଜାଖୋଜି କରିଥିଲା | ପୋଲିସ କୁ ଖବର ଦେବା ପରେ ନିକଟସ୍ଥ ଅଂଚଳରୁ ଶିଶୁର କ୍ଷତ ବିଖ୍ୟାତ ମୃତଦେହ ଉଦ୍ଧାର ହୋଇଥିଲା |ଶିଶୁକୁ ଟେକି ନେବାର ଦୃଶ୍ୟ ସିସିଟିଭିରେ କାଏଦ ହୋଇଛି |ଯାହାକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ | ଅଭିଯୁକ୍ତ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛି | ଶିଶୁର ମୃତଦେହ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହୋଇଛି ତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି |

ଏପରି ଜଘନ୍ୟ କାଣ୍ଡ ଘଟାଉଥିବା ଅପରାଧୀକୁ ଦଣ୍ଡ କଣ ?

Leave a Reply

   Related Posts