ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କ୍ୟାସିୟରଙ୍କଠୁ ୪ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

4/01/2020 at 4:07 PM

ନୀଳଗିରି ୪/୧: ମିତ୍ରପୁର ଅଂଚଳରେ ଦୁର୍ବୁର୍ତ୍ତ  ଝାମ୍ପିନେଇଛନ୍ତି ୪ ଲକ୍ଷ ଟଙ୍କା । ବାଲଗୋପାଳପୁର ଅଂଚଳରେ ଥିବା ବ୍ୟାଙ୍କରୁ ମିତ୍ରପୁର ଟ୍ରକ ଏସୋସିଏସନର କ୍ୟାସିୟର ସୁଧାଂଶୁ ଶେଖର ପଣ୍ଡା ୪ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ମିତ୍ରପୁର ଅଂଚଳରେ ଛିଡ଼ାହୋଇଥିବା ବେଳେ ଝାମ୍ପିନେଇଛନ୍ତି ଦୁର୍ବୁର୍ତ୍ତ।

ପୋଲିସ୍ ଦୁର୍ବୃତ୍ତଙ୍କୁ ଧରିବା ଲାଗି ତଦନ୍ତ ଆରମ୍ଭ କରିଛି।

   Related Posts