oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଉତ୍ତର ଭାରତରେ ପାଗ ଖରାପ, ୪୦୧ଟି ଟ୍ରେନ୍‌ ବାତିଲ୍‌ କଲା ରେଳ ବିଭାଗ

21/01/2022 at 11:26 AM

ନୂଆଦିଲ୍ଲୀ, ୨୧/୦୧: ଭାରତୀୟ ରେଳ ବିଭାଗ ଶୁକ୍ରବାର ୪୦୧ ଟ୍ରେନ୍‌ ଚଳାଚଳକୁ ବାତିଲ୍‌ କରିଦେଇଥିବା ଜଣାପଡ଼ିଛି । ଖରାପ ପାଣିପାଗ ଏବଂ ପରିଚାଳନା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ରେଳ ବିଭାଗ । ଉତ୍ତର ଭାରତରେ କୁହୁଡ଼ି ଜମି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ପାଗ ଖରାପ ରହିଛି । ଭାରତୀୟ ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୩୫୯ଟି ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ୍‌ କରିଦିଆଯାଇଛି । ଏଥି ସହିତ ୪୨ଟି ଟ୍ରେନ୍‌କୁ ଆଶିଂକ ଭାବେ ବାତିଲ୍‌ କରାଯାଇଛି ।

ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ପଶ୍ଚିମ ବଙ୍ଗ, ଉତ୍ତର  ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ଅନ୍ଧ୍ରପ୍ରଦେଶ, ଓଡ଼ିଶା, ପଞ୍ଜାବ, ଆସାମ ଓ ବିହାର ଆଦି ରାଜ୍ୟରେ ଟ୍ରେନ୍‌କୁ ଗୁରୁବାର ପରିଚାଳନା ତ୍ରୁଟି ଦୃଷ୍ଟିରୁ ବାତିଲ୍‌ କରାଯାଇଥିଲା । ଗୁରୁବାର ୪୩୭ଟି ଟ୍ରେନ୍‌କୁ ବାତିଲ୍‌ କରିଥିଲା ବିଭାଗ । ହାୱଡ଼ା-ନୂଆଦିଲ୍ଲୀ ଏକ୍ସପ୍ରେସ, ପୁରୀ-ନୂଆଦିଲ୍ଲୀ ଏକ୍ସପ୍ରେସ, ଗୋରଖପୁର-ନୂଆଦିଲ୍ଲୀ ଏକ୍ସପ୍ରେସ, ମୁମ୍ବାଇ-ନୂଆଦିଲ୍ଲୀ ଏକ୍ସପ୍ରେସ ଏବଂ କାନପୁର-ନୂଆଦିଲ୍ଲୀ ଏକ୍ସପ୍ରେସ ସମେତ ପାଖାପାଖି ୧୩ଟି ଟ୍ରେନ ବିଳମ୍ବିରେ ଚାଲିଥିବା ଜଣାପଡ଼ିଛି ।

   Related Posts