ବେସରକାରୀ ସ୍କୁଲ ହଷ୍ଟେଲରୁ ୪ ଶହ ଛୋଟ ଛୋଟ ପିଲା ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର

Published By : Prameya-News7 Bureau | August 16, 2022 IST

କଟକ,୧୬/୦୮: କଟକ ଗତିରାଉତ ପାଟଣାଠାରେ ଥିବା ଏକ ବେସରକାରୀ ସ୍କୁଲ ହଷ୍ଟେଲରୁ ୪ ଶହ ଛୋଟ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇଛି । ପିଲାମାନଙ୍କୁ ଉଚ୍ଚ ସ୍ଥାନକୁ ଆଣିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଅଗ୍ନିସମ ବିଭାଗର କର୍ମଚାରୀ ମାନେ ଛାତ୍ର ମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.