ଜାଲରେ ପଡିଲା ୪୦ କେଜିଆ ମାଛ, ଦେଖିବାକୁ ଲାଗିଲା ଗହଳି
22/12/2022 at 5:02 PM

ବୌଦ୍ଧ ୨୨/୧୨: ଜାଲରେ ପଡିଲା ୪୦ କେଜିର ବୁଦ ମାଛ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗହଣା ତେଲ ନଦୀରୁ ଗ୍ରାମର କିଛି ମସ୍ୟଜୀବୀ ଆଜି ମାଛ ମାରୁଥିବା ବେଳେ ହଠାତ ତାଙ୍କ ଜାଲରେ ଏହି ମାଛଟି ପଡିଥିଲା । ମାଛକୁ ଗ୍ରାମକୁ ଆଣିବା ପରେ ଦେଖିବାକୁ ଲୋକଙ୍କ ଗହଳି ମଧ୍ୟ ଲାଗିଥିବା ବେଳେ ମାଛର ମୂଲ୍ୟ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି ମସ୍ୟଜୀବୀମାନେ କହିଛନ୍ତି ।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023