ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

୪୦ଟିକିଆ ଝାଡ଼ଖଣ୍ଡି ହାତୀ ପଲଙ୍କ ଉତ୍ପାତ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା

13/12/2020 at 4:11 PM

ରାଇରଙ୍ଗପୁର ୧୩।୧୨: ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଓ ମଣଦା ରେଞ୍ଜରେ ୪୦ଟିକିଆ ଝାଡ଼ଖଣ୍ଡି ହାତୀ ପଲଙ୍କ ଉତ୍ପାତ ଜାରି ରହିଛି। ଫସଲ ନଷ୍ଟ କରିବା ସହ ଏକର ଏକର ଚାଷ ଜମି ନଷ୍ଟ କରୁଥିବା ଖବର ପାଇ ବନ ବିଭାଗର ୩ଟି ଟିମ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ହାତୀପଲ ଝାରଗାଡି ଜଙ୍ଗଲରେ ଏବେ ଲୁଚି ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ହାତୀ ପଲଙ୍କୁ ଝାଡଖଣ୍ଡ ଆଡକୁ ଘଉଡ଼ାଇ ଦିଆଯିବ ବୋଲି ବନ ବିଭାଗ ଏସିଏଫ ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହି ହାତୀପଲ ଦଳଚକଟି ଫସଲ ନଷ୍ଟ କରୁଛନ୍ତି। ଶସ୍ୟ ଅମଳ ସମୟରେ ହାତୀଙ୍କ ଉତ୍ପାଦ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

   Related Posts